ଲଘୁଚାପ ବର୍ଷାରେ ମୋହନା ଅଞ୍ଚଳ ବେହାଲ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଦିନିଆ ଲଘୁଚାପ ଯୋଗୁ ବର୍ଷାରେ ବେହାଲ ହୋଇଛି ବ୍ଲକ | ମୋହନା ବ୍ଲକର କିଛି ମୁଖ୍ୟ ରାସ୍ତାରେ ପାଣି ଥିବାରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି | ଜିଲ୍ଲା ପାଳଙ୍କ ନିର୍ଦେଶରେ ସଚେତନତା କିଛି ଜାଗାରେ ପହଞ୍ଚି ଥିବା ବେଳେ ଅନ୍ୟ କିଛି ଜାଗାରେ ପହଞ୍ଚି ପାରିନି | ମୋହନା ବ୍ଲକର ନଦୀ ଆରପାରିରେ ମାଟି ଘରେ ବାସ କରୁଛନ୍ତି ଦୀର୍ଘ ୫୦୦ ରୁ ଉର୍ଦ୍ଧ ଲୋକମାନେ ୭ ଖଣ୍ଡ ଗାଁ ଗୁଡ଼ରିଗୁଡା, ଧନୁପଙ୍କା, ମର୍ଚ୍ଚିମା,ବୁଡାଆମ୍ବ,ବାଡେଇପୁର,ହାତୀବନ୍ଧ ଭଳି ଅନେକ ଗାଁର ଲୋକମାନେ ବର୍ତ୍ତମାନ ପାଣି ଘେରାଉରେ ଅଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ