ଵିଜାତଳାରେ ବ୍କକ ଅଧ୍ଯକ୍ଷକଙ୍କ ଦ୍ବାରା ଧାନମଣ୍ଡି ଉଦ୍ଘାଟିତ

ରାଇରଙ୍ଗପୁର,( ଅକ୍ଷୟ ବିଶ୍ବାଳ): ମୁଖ୍ୟ ଅତିଥି ବିଜାତଳା ବ୍ଲକ୍ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ , ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ , ଏସ୍ଆର୍ ସିଏସ୍ ରାଇରଙ୍ଗପୁର ମନୋରଂଜନ ବେହେରା , ବିଜାତଳା କୁୂଷି ଅଧିକାରୀ ସୁଶିଲ୍ କୁମାର ସେଠୀ ,କୁୂଷିକ୍ଷେତ୍ର କର୍ମଚାରୀ ସୌମ୍ୟରଂଜନ ମହାନ୍ତି , ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଟୁଡୁ ,ଲ୍ୟାମ୍ସ୍ ର ପୂର୍ବତନ ସଭାପତି ବୁଢାନ ଟୁଡୁ , ମହିରାମ ବେହେରା ,ଗୋପାଳ ନନ୍ଦ , ଅଶୋକ ଗିରି ପ୍ରମୁଖ ଯୋଗଦେଇଥିଲେ | ପ୍ରଥମ ପର୍ଯ୍ୟାୟରେ ୨୮୦୦ କୁଇଣ୍ଟାଲ୍ ଧାନ କ୍ରୟ କରାଯିବ ବୋଲି ଲାମ୍ପ୍ସ୍ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦ ପ୍ରକାଶ କରିଛନ୍ତି | କାର୍ଯ୍ୟକ୍ରମ ପରିଚାଳନାରେ ଲ୍ୟାମ୍ପ୍ସ୍ କର୍ମଚାରୀ ସଂଜୟ ବେହେରା , ଭାଗିରଥି ମୁର୍ମୁ , ଅନୀଲ୍ ମାଝୀ , ଜିତରାୟ ବେଶ୍ରା ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ