ଖୋର୍ଦ୍ଧା ରାଜ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି 24/04/2023 YWPSENU8 0 Comments ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାମୁ କାଶ୍ମୀର ର ପୁଂଚ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ମାଡରେ ଶହୀଦ ହୋଇଥିବା ଓଡିଆ ଜବାନ ଶହୀଦ ବୀର ଦେବାଶିଷ ବିଶ୍ୱାଳଙ୍କୁ ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । Spread the love