ଶିକ୍ଷାବିତ କୀର୍ତ୍ତନ ମହାନ୍ତି ଙ୍କ ସ୍ମୃତିସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଵଞ୍ଚୋ ଗ୍ରାମର ଜଣେ ବିଶିଷ୍ଟ ଶିକ୍ଷାବିତ୍ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଶ୍ରୀଯୁକ୍ତ ଶ୍ରୀ କୀର୍ତ୍ତନ ବିହାରୀ ମହାନ୍ତି ଙ୍କ ସ୍ମୃତିଚାରଣ ସଭା ନିରାଡମ୍ବର ସହକାରେ ଅନୁଷ୍ଠିତ ହେଇ ଯାଇଛି।ବରିଷ୍ଠ ଶିକ୍ଷାବିତ୍ ସୁଧାଂଶୁ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ବିଚିତ୍ର କୁମାର ଚକ୍ର, ସମାଜସେବୀ ସଞ୍ଜୟ କୁମାର ରାଉତ, ଗିରିଧାରୀ ପଟ୍ଟନାୟକ, କୀର୍ତ୍ତନ ନାୟକ ଶିକ୍ଷାବିତ୍ ସନାତନ ଓଝା, ନକୁଳ ରାଉତ, ନାରୀ ନେତ୍ରୀ ମମତା ରାଣୀ ଜେନା ଦୀପ୍ତି ମୟୀ ଖୁଣ୍ଟିଆ କମଳିନୀ ମହାନ୍ତି, ରବି ନାରାୟଣ ମହାନ୍ତି ସମାଜସେବୀ ଅଚ୍ୟୁତ ଜେନା, ଛବିନ୍ଦ୍ର ନାୟକ, ଆଇନିଜୀବୀ ତପନ ନାୟକ, ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରି ଥିବା ବେଳେ ଅନ୍ୟ ମାନଙ୍କ ର ମଧ୍ୟରେ ସ୍ଥାନୀୟ ସରପଂଚ ଅମର ରାଉତ୍ ପୂର୍ବତନ ସରପଂଚ ଶଶାଙ୍କ ପୁହାଣ ବିଜେଡି ନେତା ଶ୍ରୀ ଅକ୍ଷୟ ବରାଳ ରତିକାନ୍ତ ରାଉତ୍ ବିମଳ ଜେନା ବିଜେପି ନେତା ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ହରମୋହନ ସାସିନ ସୁଭା ଦ୍ରି ବଳିଆର ସିଂହ ଓ ସାମାଜିକ କର୍ମୀ ପଦ୍ମନାଭ ଜେନା, ସ୍ଥାନୀୟ ସରପଞ୍ଚ ଅମର ରାଉତ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ ବିଜେଡି ନେତା ଅକ୍ଷୟ ବରାଳ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିମଳ ଜେନା ବିଜେପି ନେତା ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ହରମୋହନ ସାସିନ, ସୁଭାଦ୍ରି ବଳିଆର ସିଂହ, ସମାଜସେବୀ ପଦ୍ମନାଭ ଜେନା, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ କୀର୍ତ୍ତନ ବିହାରୀ ମହାନ୍ତି ଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ସହିତ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ କୀର୍ତ୍ତନ ବିହାରୀ ଙ୍କ ବିଧବା ପତ୍ନୀ କାଞ୍ଚନବାଳା ମହାନ୍ତି, ପୁଅ ଉଦୟ ନାରାୟଣ ମହାନ୍ତି, ବିରଞ୍ଚି ନାରାୟଣ ମହାନ୍ତି, ଆଶିଷ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଅଜୟ ପଟ୍ଟନାୟକ ଓ ସୁକନ୍ୟା ଦେବିଦାତ୍ତା ଦେବପ୍ରିୟା ଦାସ, ସାଗର ସୌରଭ, ପ୍ରତିଶ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


