ଶ୍ରୀନଗରେ ରାହୁଲ

ଜାମ୍ମୁ-କାଶ୍ମୀରୁ ୩୭୦ ଧାରା ଉଠିବା ପରେ ପ୍ରଥମ ଥର ପାଇଁ ବିରୋଧୀ ଦଳରନେତା ମାନଙ୍କ ଏକ ପ୍ରତିନିଧି ମଣ୍ଡଳ ଜାମ୍ମୁ ଗ୍ରସ୍ତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ,ଏନସିପି ନେତା ମାଜିଦ ମେମନ,ସିପିଆ ନେତା ଡି.ରାଜା, ଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ଏଥିରେ ସାମିଲ ହୋଇଥିଲେ । ଏବଂ ଏଥିରେ ସାମିଲ ଅଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେ ଶ୍ରୀ ନଗର ବିମାନ ବନ୍ଦର ପହଞ୍ଚି ଥିଲେ ମଧ୍ୟ କୌଣସି ନେତା ତାଙ୍କୁ ସ୍ୱାଗତ କରିବା ପାଇଁ ଆସିନଥିଲଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶ୍ରୀନଗରେ ପହଞ୍ଚିଛନ୍ତି କିନ୍ତୁ ବିମାନ ବନ୍ଦରରୁ ବାହାରକୁ ଯିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ