ସଟ୍ ସର୍କିଟ ଯୋଗୁଁ ଜଳିଲା କାର

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଭଞ୍ଜନଗର ନିକଟ ନୂଆଗାଁ ବ୍ରିଜ ଉପରେ ସଟ୍ ସର୍କିଟ ହେବା ଫଳରେ ଗୋଟିଏ କାର ସମ୍ପୂର୍ଣ ଜଳି ଯାଇଛି । ସୁଚନାନୁସାରେ , ବେଲଗୁଣ୍ଠା ବ୍ଲକ ବେଣୀ ପଲ୍ଲୀ ଗ୍ରାମର ରାଜ କିଶୋର ପାତ୍ରଙ୍କର ଇଣ୍ଡିଗୋ କାର ନମ୍ବର ଙଜ-୦୫ ଇଚ ୨୯୩୦ ମଙ୍ଗଳବାର ଦିନ ସାଢେ ୯ଟା ବେଳେ ବେଲଗୁଣ୍ଠାକୁ ଯାଉଥିବା ବେଳେ ବ୍ୟାଟେରି ତାର ସଟ୍ ସର୍କିଟ ହୋଇ ଭଞ୍ଜନଗର ଠାରୁ ହିଁ ନିଆଁ ଲାଗି ଜୋରରେ ଜାଳିବାରୁ ଗାଡ଼ିରେ ଥିବା ଡ୍ରାଇଭର ଓ ଅନ୍ୟଜଣେ ବାହାରି ଆସିଥିଲେ । ସୁଚନାପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚିବା ବେଳକୁ ଗାଡ଼ିଟି ସମ୍ପୂର୍ଣ ରୂପେ ଜଳି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ