ସମାଜସେବୀ ପ୍ରକାଶ ରଥଙ୍କ ମାତୃ ବିୟୋଗ

ସମାଜସେବୀ, ସ୍ତମ୍ଭକାର ତଥା ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥଙ୍କ ମା’ ସୁକାନ୍ତି ରଥ ୧୭.୭.୨୦୧୯ରିଖ ସକାଳ ୪ ଘଟିକା ସମୟରେ ହୃଦ୍ଘାତରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତା ରଥ ଜଣେ ସ୍ନେହି, ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ବହୁ ଆତ୍ମିୟ ସଜ୍ଜନ ଓ ଶୁଭେଚ୍ଛୁ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସକ୍ରାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ