ସାଂସ୍କୃତିକ ସଂଗଠକ ଓ କ୍ରୀଡାବିତ୍ ସମ୍ମାନିତ ।

ସାଂସ୍କୃତିକ ସଂଗଠକ ଓ କ୍ରୀଡାବିତ୍ ସମ୍ମାନିତ ।
ସାଂସ୍କୃତିକ ସଂଗଠକ ଓ କ୍ରୀଡାବିତ୍ ସମ୍ମାନିତ ।

ଯାଜପୁର : ସାଂସ୍କୃତିକ ସଂଗଠକ ପୃଥୀରାଜ ପଣ୍ଡା, କିକ୍ ବକ୍ସିଂ କ୍ରୀଡାବିତ ଏ.ମ୍. ସୁଦିପାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଗୁରୁବାର ଏନ୍.ସି. ମହାବିଦ୍ୟାଳୟ ପଡିଆ ଠାରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ଜିଲ୍ଳ୍ା ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଏନ୍.ସି. ମହାବିଦ୍ୟାଳୟ ପଡିଆ ଠାରେ ମନ୍ତ୍ରୀ ଦାଶ ସାଂସ୍କୃତିକ ସଂଗଠକ ପଣ୍ଡାଙ୍କୁ ମା’ ବିରଜା ସମ୍ମାନରେ ସମ୍ମାନିତ କରିଥିଲେ । ସମ୍ମାନଟି ମା’ ଟିଭି ପକ୍ଷରୁ ପ୍ରଭାତ କୁମାର ରାଉତରାୟ ପ୍ରଦାନ କରିଥିଲେ । ସେହିପରି ଉଲ୍ଲେଖନୀୟ କ୍ରୀଡା ପ୍ରଦର୍ଶନ ପାଇଁ ଯାଜପୁର ବସ୍ ମାଲିକ ସଂଘଙ୍କ ପକ୍ଷରୁ ଏମ୍. ସୁଦୀପାଙ୍କୁ ମନ୍ତ୍ରୀ ସମ୍ମାନଟି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ