ସ୍ବର୍ଗତ ଡ. ସୁଦର୍ଶନ ଆଚାର୍ଯ୍ୟ ଙ୍କ ସ୍ମୃତି ସଭା ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ବର୍ଗତ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ଙ୍କ ବିୟୋଗରେ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ସଭାପତି କୃତିବାସ ବିଶ୍ବାଳ, ଉପସଭାପତି ନେତାଜୀ ବିଷୋୟୀ,ଉପଦେଷ୍ଟା ଶୂଳପାଣୀ ଶତପଥୀ,ଜଗବନ୍ଧୁ ଜେନା, ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, କୋଷାଧକ୍ଷ ତ୍ରିନାଥ ବେହେରା , ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ, ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ,ସୁବାଷ ଚନ୍ଦ୍ର ତାରିଣୀ ,ନାରାୟଣ ମହାରଣା ,ରାମ ପ୍ରସାଦ ମିଶ୍ର, ସନ୍ତୋଷ କୁମାର ସାହୁ,ବିଭୂତି ଭୂଷଣ ଜେନା, ବିକ୍ରମ ସ୍ବାଇଁ , ନିଲାଞ୍ଚଳ ପ୍ରଧାନ, ସଦସ୍ୟା ଡାକ୍ତର ଗାୟତ୍ରୀ ସାହୁ,ସୁଜାତା ସିଂ, ଶୁଭସ୍ମିତା ଦାଶ,ସୁଜାତା ଦାଶ,ରାଜଲକ୍ଷ୍ମୀ ସାହୁ,ତପସ୍ବିନୀ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ କରିଥିଲେ ଏହି ଅବସରରେ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କୁ ପଦ୍ମ ବିଭୁଷଣ ପ୍ରଦାନ ନିମିତ୍ତ ଦାବୀ ଉପସ୍ଥାପନ କରାଯାଇଥିଲା


