ହତ୍ୟା କାରୀ ମା ଗିରଫ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ଲାଉଗୁଡ଼ା ରେ ମା ନିଜ ତିନି ସନ୍ତାନ ଙ୍କୁ କୁଅଁ ରେ ଫୋପାଡି ଦେଇଥିବା ବେଳେ ପୁଅ ଓ ସାନ ଝିଅ ମୂର୍ତ୍ୟୁ ବରଣ କରିଥିଲେ ଏହି ଘଟଣାରେ ଶେରଗଡ ଥାନା ରେ ଏକ ହତ୍ୟା ମାମଲା ୩୪୫/୨୩ ରୁଜ୍ଜୁ ।ଏହି ଘଟଣା ରେ ମା ରଶ୍ମିତା ଗୌଡ଼ ଦଫା ୩୦୨/୩୦୭ ମାମଲା ରେ ଗିରଫ ହୋଇ କୋର୍ଟ ଚାଲାଣ କରିଥିବା ଶେରଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି


