୧୩୫୭ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର

ବେଜିଂ : କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା ୧୩୫୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରେ ପହଞ୍ଚିଛି । ଚୀନ୍‌ର ହୁବେଇ ପ୍ରଦେଶରେ ନୂତନ ଭାବରେ ୨୪୨ ଜଣ ପ୍ରାଣ ହରାଇଛନ୍ତି । ବୁଧବାର ୧୩୩୩୨ ଜଣ ନୂତନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶ୍ବର ୨୦ଟି ରାଷ୍ଟ୍ର ଏହି ଭାଇରସ୍‌ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଭାଇରସ୍‌ ପ୍ରଭାବରେ ବିଶ୍ବ ମୋବାଇଲ୍‌ କଂଗ୍ରେସକୁ ବାତିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ