୫ ଟିରେ ସାମିଲ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ୱର- ସରକାର ଆରମ୍ଭ କରିଥିବା ୫ ଟି ଯୋଜନାରେ ସାମିଲ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଏନେଇ ସୂଚନାଦେଇଛନ୍ତି ସଚିବ ପ୍ରଦୀପ ଜେନା । ସେ କହିଛନ୍ତି ଆସନ୍ତା ଫେବ୍ରୁଆରି ୧ ତାରିଖରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ‘ମୋ ସରକାର’ ଅଧୀନରେ କାର‌୍ୟ୍ୟ କରିବ । ଯେଉଁ ଗାଁ’କୁ ରାସ୍ତା ନଥିବ ସେଠାକୁ ରାସ୍ତା ନିର୍ମାଣ କରାଯିବ । ଏହାସହ କିଛି ରୋଡର ପ୍ଲାନର ସଂଶୋଧନ କରାଯିବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ