୭ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ବୈଦନାଥପୁର ପୋଲିସ ଓ ଜିଲ୍ଲା ଶ୍ରମ ଅଧିକାରୀ ସହରର ବିଭିନ୍ନ ହୋଟେଲ ଆଦି ସ୍ଥାନରେ ମିଳିତ ଭାବରେ ଚଢାଉ କରି କାର୍ଯ୍ୟରତ ଥିବା ୭ ଜଣ ଶିଶୁ ଶ୍ରମିକଙ୍କୁ ମଙ୍ଗଳବାର ଉଦ୍ଧାର କରାଯାଇଛି । ଏହି ଚଢାଉ ଚଳିତ୍ ମାସ ଶେଷ ତାରିଖ ପର୍ଯ୍ୟନ୍ତ ଚଢାଉ ଜାରୀ ରହିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ