ବଦଳିଲା ମନ କି ବାତର ସମୟ
ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓ ମାଧ୍ୟମରେ କଥାବାର୍ତ୍ତା ହେବା ପାଇଁ ଆୟୋଜିତ ହେଉଥିବା କ।ର୍ଯ୍ୟକ୍ରମ ମନ କି ବାତ ଦିନ ୧୧ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ପ୍ରସାରିତ କରାଯିବ । ରବିବାର ଜାନୁୟାରୀ ୨୬ ତାରିଖରେ ପଡୁଥିବାରୁ ସମୟରେ ପରିବର୍ତ୍ତନ କରାଯାଇଛି । ସୂଚନାଥାଉକି ଜାନୁୟାରୀ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ମସିହାର ପ୍ରଥମ ‘ମନ କି ବାତ’ କାର୍ୟ୍ୟକ୍ରମରେ ସମୟ ବଦଳିଛି । ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ବ୍ୟସ୍ତମୟ କାର୍ୟ୍ୟକ୍ରମ ଦିନରେ ଥିବାରୁ ସନ୍ଧ୍ୟାରେ ମନ କି ବାତ କ।ର୍ଯ୍ୟକ୍ରମ ପାଇଁ ମୋଦୀ ନିଷ୍ପତ୍ତି ନେଇଛନ୍ତି ।


