ବିଦ୍ୟୁତ୍ ତାର ଲାଗି ଯୁବତୀ ଗୁରୁତର

କଳାହାଣ୍ଡି – ଧର୍ମଗଡ ଥାନା ଅନ୍ତର୍ଗତ ମୁଖିଗୁଡା ରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବତୀ ଗୁରୁତର ହୋଇ ଧର୍ମଗଡ଼ ମେଡିକାଲ୍ ରେ ଭର୍ତି ହେଉଛନ୍ତି । ମିଳିଥିବା ସୂଚନାଅନୁସାରେ ଯୁବତୀ ଜଣକ ହେଉଛନ୍ତି ରତ୍ନା ମାଝୀ । ସେ ଗାଈ ଗୁହାଳ ରୁ ଗୋବର ନେଇ ଅଳିଆ ଗଦା କୁ ଫୋପାଡି ବାକୁ ଯିବା ସମୟରେ ୧୧କେଭି ତାର ସଂସ୍ପର୍ଶରେ ଲାଗି ଯିବା ଫଳରେ ଅଚେତ ହୋଇ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ପରିବାର ଲୋକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ