ଇରାନ, କୋରିଆ ଓ ଇଟାଲୀ) ନଯିବାକୁ ପରାମର୍ଶ

(ଯୁଗାବ୍ଦ ନ୍ୟୁଜ)ନୋଭେଲ କରୋନା ଭୂତାଣୁ ପ୍ରକୋପ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପି ଚାଲିଥିବାରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଯାତ୍ରା ସତର୍କତା ମାର୍ଗଦର୍ଶିକା ସହିତ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଚା ଅତି ଜରୁରି ହୋଇନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି ।ଚା କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା ଯାତ୍ରୀ କିମ୍ବା ୧୦ ଫେବୃଆରୀ ୨୦୨୦ ପରେ ଭାରତରେ ପହଁଚିଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇପାରେ ।ଚା ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ କିମ୍ବା ଦ୍ଭମକ୍ଟଙ୍ଖ୨୦୧୯ଅଶଜ୍ଞବସକ୍ଷ.ମକ୍ଟଜ୍ଞ. ଇ-ମେଲରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ