କେଉଁ ପାର୍ଟି ,କେଉଁ ଆସନରେ ଆଗୁୁଆ ଆସନ୍ତୁ ଜାଣିବା …

୫୪୨ ଲୋକସଭା ଆସନ ପାଇଁ ଜାରୀ ରହିଛି ଭୋଟ ଗଣତି । ପ୍ରାଥମିକ ପର୍ଯ୍ୟାୟରେ ବିଜେପିକୁ ୩୦୦ ରୁ ଅଧିକ ଆସନ ଆଗୁଆ ରହିଥିବା ବେଳେ କଂଗ୍ରେସକୁ ୯୧ ଟି ଆସନରେ ଆଗୁଆ ରହିଛି । ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ ବିହାରର ୪୦ ଟି ଆସନରୁ ବିଜେପି ୧୫ ଟି ଜେଡିୟୁ ୧୬ ଟି ଏଲଜେପି ୬ ଟି ଆରଜେଡି ୧ ଟି ଆସନରେ ଆଗୁଆ ରହିଛି ।ଗୁଜୁରାଟର ୨୬ ଟି ଆସନରୁ ୨୬ ଟି ଆସନରେ ଆଗୁଆ ରହିଛି । ଆସାମର ୧୪ ଟି ଆସନରୁ ବିଜେପି ୮ ଟି ଏଜିପି ୨ ,କଂଗ୍ରେସ ୧ ,ବିପିଏଫ ୧ , ଏଆଇୟୁଡିଏଫ ୨ ଟି ଆସନରେ ଆଗୁଆ ରହିଛି । ଦିଲ୍ଲରେ ୭ ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନ ୨୫ ଟି ଆସନ ମଧ୍ୟରୁ ୨୪ ଟି ରେ ଆଗୁଆ ,ଆରଏଲପି ୧ ଟି ,ଆସନରେ ଆଗୁଆ ଅଛି । ଓଡିଶାରେ ବିଜେଡି ୧୧ ଟି ଆସନରେ ଆଗୁଆ ରହିଥିବା ବେଳେ ୭ ଟି ଆସନରେ ଆଗୁଆ ରହିଛି । ଆନ୍ଦ୍ର ପ୍ରଦେଶରେ ୨୫ ଟି ଆସନ ମଧ୍ୟରୁ ୱାଇଏସଆର ୨୪ ଟି ଆସନରେ ଆଗୁଆ ରହିଛି । ଟିଡିପି ୧ ଆସନରେ ଆଗୁଆ ରହିଛି । ଉତତ୍ତର ପ୍ରଦେଶ ୮୦ ଆସନ ମଧ୍ୟରୁ ବିଜେପି ୫୭ ,ବିଏସପି ୧୨ ,ସପା ୮ ,କଂଗ୍ରେସ ୨ ଆପନା ୧ଆସନରେଆଗୁଆ ରହିଛି । ପଶ୍ଚିମବଙ୍ଗ ୪୨ ଟି ଆସନ ମଧ୍ୟରୁ ଟିଏମସି ୨୪ ବିଜେପି ୧୭ କଂଗ୍ରେସ ଆସନରେ ଆଗୁଆ ଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ