ବଜ୍ରାଘାତରେ ୧୯ ବର୍ଷୀୟ ବାଳିକା ମୃତ୍ୟୁ
ଭଞ୍ଜନଗର(ସନ୍ତୋଷ କୁମାର ଜେନା):ନିକଟସ୍ଥ ଡୁମାକୁମ୍ପା ପଞ୍ଚାୟତ ହାତୀଗୁଡା ଗ୍ରାମର ଶତ୍ରୁଘନ ପଲାଇ ଙ୍କ ଝିଅ ଟିକି ପଲାଇ (19ବର୍ଷ ) ନିଜ ବିଲରୁ ମୁଗ ବୋହି ଆଣୁଥିବା ବେଳେ ପ୍ରାୟ ୧୧ ଘଟଂ ସମୟେ ହୋଇଥିବା ଏକ ବଜ୍ରାଘାତରେ ସେ ତଳେପଡି ଗୁରୁତର ହୋଇଯାଇଥିଲେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା କୁ ନେଇ ଅଂଚଳରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି ।


