ତିକ୍ତ ସମ୍ପର୍କକୁ ମଧୁର କରନ୍ତୁ

ବ୍ୟସ୍ତବହୁଳ ଜୀବନରେ ମନୋରଞ୍ଜନ ପାଇଁ କିଛି ସମୟ ବାହାର କରିବା କାଠିକର ପାଠ ହୋଇଯାଉଛି । ସବୁବେଳେ କାମ ଆଉ କାମ । ଚାକିରି ହେଉ କି ବ୍ୟବସାୟ ସବୁଠି ଜଞ୍ଜାଳମୟ ଜୀବନ, ଭଲରେ ଟିକେ କାହା ସହ କଥା ହେବାକୁ ସମୟ ନାହିଁ । ଯଦି ଆପଣ ସମୟ ବାହାର କରିପାରୁଛନ୍ତି, ତେବେ ଆଜିର ଦୁନିଆରେ ଆପଣ ନିଶ୍ଚିତ ସବୁଠାରୁ ସୁଖୀ ବ୍ୟକ୍ତି ବିବେଚିତ ହେବେ । ଯଦି ପରିବାରକୁ ସମୟ ଦେଇପାରୁନାହାନ୍ତି ତେବେ ସମସ୍ୟାରେ ସମ୍ମୁଖୀନ ନିଶ୍ଚିତ ହେଉଥିବେ । ଅଯଥା ଅଶାନ୍ତି ସଂସାର ନଷ୍ଟର କାରଣ ମଧ୍ୟ ପାଲଟିବ । ଏପରି ସ୍ଥିତିରେ କେମିତି ଜୀବନ ବିତାଇବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ହେଲେ ଏପରି ଦ୍ୱନ୍ଦ୍ୱ ମନରୁ ବାହାର କରିଦିଅନ୍ତୁ । କାରଣ ନିଜକୁ ସୁଖୀରେ ରଖିବାକୁ ଓ ଜୀବନସାଥୀଙ୍କ ସହ ସମ୍ପର୍କ ସୁଧାରିବାକୁ ବହୁତ ସହଜ ଉପାୟ ରହିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ