ମୋହନା ରେ ଆଉ ଜଣେ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡ କୁ ୯୩ ହଜାର ଦାନ କଲେ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ ବ୍ୟବସାୟୀ ମାନେ ଦାନ ପାଇଁ ହାତ ବଡାଇଛନ୍ତି କିଛି ଦିନ ତଳେ ଲୁହାଗୁଡ଼ିର ରାମେଶ୍ୱର ପାତ୍ର ୨୧ହଜାର ଦେଇଥିବା ବେଳେ ମୋହନା ର ବିପ୍ର ବଳି ଆରସିଂ୨୫ହଜାର ଦେଇଥିଲେ ଆଜି ମୋହନା ର ମୋନଜ କୁମାରସାହୁ୫୧ହଜାର, ବିଷ୍ଣୁପ୍ରିୟ ସାହୁ୨୧ହଜାର, ହେମାଲତା ସାହୁ୧୧ହଜାର ଶ୍ରୀ ତୁନ ସାହୁ ୫ହଜାର ସୁମନଶ୍ରୀ ସାହୁ୫ହଜାର ପରିବାର ର ସମସ୍ତଙ୍କ ଟଙ୍କା ମିଶାଇ ୯୩ହଜାର ଆଜି ତହସିଲଦାର କଲୟଣୀ ସଙ୍ଗମିତ୍ର ଦେବୀଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ଙ୍କ ରିଲଫ ଫଣ୍ଡ କୁ ଆଜି ଦାନ କରିଛନ୍ତି କରନା ଲଢ଼ିବା ପାଇଁ ଏଇ ଟଙ୍କା ନେବା ପରେ ତସିଲି ଦାର ତାଙ୍କୁ ଏକ ରସିଦ ପ୍ରଦାନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ