୧୭ଟି ଚୋରା ବାଇକ ସହ୨ଗିରଫ
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ନଳାଘାଟ ଫାଣ୍ଡି ନିକଟରେ ନାକାବନ୍ଦୀ ଚାଲିଥିବା ସମୟରେ ଏସଆଇ ଚନ୍ଦନ ଦାଶ ଗାଡ଼ି ଯାଞ୍ଚ କରୁଥିବା ସମୟରେଏକ ଲୁନା ଗାଡ଼ିକୁ ଅଟକା ଯାଇଥିଲା ଯାଞ୍ଚକରିବା ପାଇଁ, ତେବେ ଉକ୍ତ ଗାଡ଼ିର କାଗଜପତ୍ର ନଥିବାରୁ ଗାଡ଼ି ମାଲିକ ସମୀର ନାୟକଙ୍କୁ ଅଟକାଇ ଥାନାରେ ରଖି ପଚାରିବାରୁ ସେ ତାଙ୍କ ବିରିକୁଟରେ ଥିବା ଘର ବାରିପଟେ ପାଲ ଘୁଡାଆଇ କେତେକ ଚୋରା ବାଇକ୍ ରଖିଥିବା କଥାକୁ ସ୍ୱୀକାର କରିଥିଲା । ପୋଲିସି ଅଧିକ ପଚରାପଚରି ପରେ ସେ ତାଙ୍କ ଅନ୍ୟ ସହଯୋଗୀଙ୍କ ପାଖକୁ ନେଇଥିଲେ ସେ ହେଲେ ତ୍ରିନାଥ ରେଡ଼ି ତାଙ୍କ ଘରୁ ମଧ୍ୟ ଗାଡ଼ି ଜବତ କରାଯାଇଥିବା ରା,ଉଦୟଗିରିଏ ସଡ଼ିପିଓ ଅଶୋକ ମହାନ୍ତି କହିଛନ୍ତି । ଏଇ ଚଡାଉରେ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଆଲୋକରଞ୍ଜନ ଜଗଦଲା ମିଳିତରେ ଏଇ ଚଡାଉ ହଇଥିଲା ।


