ଆଗକୁ ଆସୁଥିବା ବିପଦ ଜାଣିବା କେମିତି

ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟିଥାଏ । ଯାହାକୁ ଆମେ ଦେଖିବି ଅଣଦେଖା କରି ଦେଇଥାଉ । କିନ୍ତୁ କ’ଣ ଜାଣିଛନ୍ତି, ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାମାନଙ୍କ ମଧ୍ୟରେ ଅନେକ କଥା ଲୁଚି ରହିଥାଏ । ଯାହା ଆମ ଉପରେ ଖରାପ ଓ ଭଲ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେମିତି କିଛି ସଙ୍କେତ ବିଷୟରେ ଯାହା ଆମେ ଆଗରୁ ପାଇଥାଉ ।
ବାସଗୃହକୁ ସଫା କରିବାର ସତ୍ତେ୍ୱ ବାରମ୍ବାର ମଇଳା ହୋଇଯିବା । ତେବେ ଜାଣନ୍ତୁ ଏହାର ଆଗକୁ ଆସୁଥିବା ବିପଦର ସଙ୍କେତ ବିଷୟରେ ।
ଯଦି ଆପଣ ପରିବାରରେ କେହି ଜଣେ ହଠାତ୍ ରୋଗାଗ୍ରସ୍ତ ହେଉଛନ୍ତି ବା ବହୁ ଦିନ ଧରି ଅସୁସ୍ଥ ହେବା, ଏହା ମଧ୍ୟ ଆଗକୁ ଆସୁଥିବା ବିପଦର ଏକ ପ୍ରକାରର ସଙ୍କେତ ।
ଚୁଲିରୁ କ୍ଷୀର ବାରମ୍ବାର ଉତୁରି ତଳେ ପଡ଼ିଲେ ଆଗକୁ ଆସୁଥିବା ବିପଦ ବିଷୟରେ ସୂଚାଏ ।
କୌଣସି କାରଣ ନଥାଇ ଯଦି ଘରେ ମହିଳାଙ୍କ ଗର୍ଭପାତ ହୋଇଥାଏ, ତେବେ ଆଗକୁ କୌଣସି ବିପଦ ଆସୁଛି ବୋଲି ଜାଣନ୍ତୁ ।
ଘରେ ଲାଗିଥିବା କାନ୍ଥ ଘଣ୍ଟା ହଠାତ୍ ବନ୍ଦ ହୋଇଯିବା ମାନେ ଏହା ମଧ୍ୟ ବିପଦର ସଙ୍କେତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ