ରଘୁପତି କଳିଙ୍ଗ ବିଦ୍ୟାମନ୍ଦିରରେ ୭୦ତମ ବନୋମହତ୍ସବ ପାଳିତ

ବ୍ର୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁରସ୍ଥିତ ରଘୁପତି କଳିଙ୍ଗ ବିଦ୍ୟାମନ୍ଦିରରେ ୭୦ତମ ବନୋମହତ୍ସବ ରଘୁପତି ନଗର ସ୍ଥିତ କଳିଙ୍ଗ ବିଦ୍ୟାମନ୍ଦିରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶର୍ମିଳା ପଟ୍ଟନାୟକ ଓ ଉପଦେଷ୍ଟା ଶ୍ରୀଯୁକ୍ତ କୋଠିଆଙ୍କ ତତ୍ତ୍ୱାବଧାନରେ ବିଦ୍ୟାମନ୍ଦିରର ସ୍କାଉଟର୍ସ ଓ ଗାଇଡସମାନେ ବନୋମହତ୍ସବ ପାଳନ କରିଥିଲେ । ଉକ୍ତ ଉତ୍ସବରେ ଡଃ. ଶଙ୍କର ନାରାୟଣ ବୃକ୍ଷ ରୋପଣ ଦ୍ୱାରା ପରିବେଶକୁ କିପର ମୁକାବିଲା କିପରି କରିପାରିବ ତାହା ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ସ୍କାଉଟ ମାଷ୍ଟର ସୀମାଞ୍ଚଳ ପଟ୍ଟନାୟକ ଓ ଗାଇଡ କ୍ୟାପଟେନ ବିନି ସାହୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ