ଏଏସ୍‌ଆଇଙ୍କ ସ୍ନାନମଣ୍ଡପ ଯାଞ୍ଚ

ପୁରୀ : ରଥଯାତ୍ରା ପାଇଁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ ହୋଇଛି । ଟିମ୍‌ ସହ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ଦ୍ବାରା ସ୍ନାନମଣ୍ଡପ ଯାଞ୍ଚ କରାଯାଇଛି । ସ୍ନାନମଣ୍ଡପରେ ପରିବର୍ତ୍ତନ କରାଯାଇଥିବା ପଥରର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ, ଜଗମୋହନ ମଧ୍ୟ ଯାଞ୍ଚ କରିବ ଏଏସ୍‌ଆଇ । ଜଗମୋହନର ସ୍ଥିତି ଠିକ୍‌ ଥିବାର କହିଛନ୍ତି ସୁପରିଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ । ରଥଯାତ୍ରା ସମୟରେ ରୁଟିନ୍‌ ଯାଞ୍ଚ କରାଯାଇ ଅନ୍ୟ କାର୍ଯ୍ୟ ହେବ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ