ସମଭାଗ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ

ସମଭାଗ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ
ସମଭାଗ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ

ଖଲ୍ଲିକୋଟ , (ଯୁଗାବ୍ଦ ନୁାଜ) ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଂଜାମ ଗଜପତି ଓ ଫୁଲବାଣୀ ଜିଲ୍ଲାର ୭୩ ଗୋଟି ଶିଶୁ ବିଦ୍ୟା ମନ୍ଦିର ର ୧୪୮ ଜଣ ସମ୍ପାଦକ , ପ୍ରଧାନ ଆଚାର୍ଯ୍ୟ ମାନଙ୍କୁ ନେଇ ଏକ ସମଭାଗ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ସମ୍ମିଳନୀ ରେ ବିଦ୍ୟା ଭାରତୀ ସହ – ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ , ଅଧକ୍ଷ ଶିକ୍ଷା ବିକାଶ ସମିତି ଓଡିଶା, ଡ଼. ବିନାୟକ ଦାସ, ସମ୍ପାଦକ ଡ଼. ଲକ୍ଷ୍ମୀକାନ୍ତ ମହାରଣା, ସମଭାଗ ସଂଯୋଜକ ଦକ୍ଷିଣ ପୂର୍ବ ସମଭାଗ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ପ୍ରମୁଖ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପକ୍ରମଣଶୀଳ ବିଦ୍ୟାଳୟ ଗଠନ ର ଲକ୍ଷ ସହ ଶକ୍ତି ସଂରକ୍ଷଣ , ଜଳ ସଂରକ୍ଷଣ , ପର୍ଯାବରଣ ସଂରକ୍ଷଣ , ସଚେତନତା ଓ ସ୍ୱଚ୍ଛତା ପ୍ରତି ନିଷ୍ଠାବାନ ହୋଇ କର୍ତ୍ତବ୍ୟନିଷ୍ଠା ହେବା ପାଇଁ ପରାମର୍ଶ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଚକ୍ରପାଣି ସାହୁ , ବ୍ୟବସ୍ଥା ପ୍ରମୁଖ ପ୍ରଦୀପ କୁମାର ପଟ୍ଟନାୟକ ପରିଚାଳନା ସମିତି ର ସମସ୍ତ ସଭ୍ୟ , ଆଚାର୍ଯ୍ୟ, ଆଚାର୍ଯ୍ୟ| ପ୍ରମୁଖ ସହଯୋଗ କରିଥିଲେ | ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ବିଧୟିକାଙ୍କ ଦ୍ୱାରା ଉଦ୍ଯାପିତ ହେବାର ସମ୍ଭାବନା ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ