ପିଣ୍ଡିକି ସ୍ୱାସ୍ଥ୍ୟଉପକେନ୍ଦ୍ର ପାଲଟିଛି ଗାଈ ଛେଳିଙ୍କ ଗୁହାଳ ଘର

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ସ୍ୱାସ୍ଥ୍ୟଉପକେନ୍ଦ୍ର ପାଲଟିଛି ଗାଈ ଛେଳିଙ୍କ ଗୁହାଳ । ଲୋକଙ୍କ କାମରେ ଲାଗୁନି ଉକ୍ତ ସ୍ୱାସ୍ଥ୍ୟଉପକେନ୍ଦ୍ର, ଘର ନିର୍ମାଣ ହଇକି ପୁରିଲାଣି ବର୍ଷେ, ସେଠାରେ ନା ଅଛନ୍ତି ଏଏନ୍‌ଏମ୍ ନା କୌଣସି ସ୍ୱାସ୍ଥ୍ୟକର୍ମୀ । ଉପକେନ୍ଦ୍ରର ଝରକା କବାଟ ଖୋଲା ପଡ଼ି ରହିଛି । ଏପରି ପଡ଼ି ରହି ଖତ ଖାଉଥିବା ବେଳେ କିନ୍ତୁ ରୋଗୀଙ୍କ କାମରେ ଆସୁନି କି ସେମାନଙ୍କୁ ଏଠାରେ ସ୍ୱାସ୍ଥ୍ୟ ସେବା ମିଳୁନି । ସ୍ୱାସ୍ଥ୍ୟ ସେବା ପାଇଁ ଏଇ ଉପକେନ୍ଦ୍ର ଉପରେ ନିର୍ଭର କରନ୍ତି ପିଣ୍ଡିକି ପଞ୍ଚାୟତବାସି କିନ୍ତୁ ଏହା କାମରେ ନଲାଗିବାରୁ ଲୁକେ ନକଲି ଡାକ୍ତରର ଶିକାର ହେଉଛନ୍ତି ଯା ଫଳରେ ଟଙ୍କା ପଇସା ଖର୍ଚ୍ଚ କରି ମଧ୍ୟ ରୋଗ ଭଲ ନୋହଇ ଲୁକେ ଜୀବନ ହାରନ୍ତି ଏବଂ ନକଲି ଡାକ୍ତରଙ୍କ ପଦ୍ରୁଭାବ ବଢ଼ିବାରେ ଲାଗିଛି ସ୍ତାନୟ ବିଡ଼ିଓ ବଂଶୀଧର ଖୁସଲା ପିଣ୍ଡିକି ଗାଁ କୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିଥିଲେ ନିଜେ ଏବଂ ବହୁତ୍ ଦୁଃଖ ଅନୁଭବ କରିଛନ୍ତି ତେବେ କିଏ ସେ ଏଏନମ ଆଉ କାହିିଁକି ଆସୁନାହାନ୍ତି କଣ ଅସୁବିଧା ତାଙ୍କର ତା ଏବେ ପ୍ରଶ୍ନ ସୁଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ