ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ମାନବପ୍ରେମୀ ତଥା ପିପୁଲ ଫର ସେବା ସଂଗଠନର ଆବାହକ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିମନ୍ତେ ଭଦ୍ରକ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ମା’ ସିଦ୍ଧ ଦୁର୍ଗା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭଦ୍ରକ ଜିଲ୍ଲାପାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସଂଗଠନ ପରିଚାଳକ ଜିତେନ୍ଦ୍ର ବେହେରା, ସଭ୍ୟ ପଦ୍ମଲୋଚନ ବେହେରା, ରାଜଶ୍ରୀ ବେଜ ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ