ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ତିର୍ତ୍ତୋଲରୁ ଅଭିଷେକଙ୍କ ରିପୋର୍ଟ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ବ୍ଲକ ଛାତ୍ର ବିଜେଡି ସଭାପତି ଦେବିପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ସହ ନିରବ ପ୍ରାଥନା ଅନୁଷ୍ଠିତ ହୋଇଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ନେତା ରବିନାରାୟଣ କର, ଛାତ୍ର ସଂଗଠକ କାଳନ୍ଦୀ ଦାଶ, ଅରୁଣ କୁମାର ନାଥ,ଆଦିତ୍ୟ ପାତ୍ର,ମନୋରଂଜନ ସାହୁ,ମନ୍ମୟ ମହାନ୍ତି,ଅମିତ ମହାପାତ୍ର,ପ୍ରଭୂପ୍ରସାଦ ଦାଶ ପ୍ରମୂଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ