ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ ପକ୍ଷରୁ ମାସ୍କ ବଂଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ କେନ୍ଦ୍ରାପଡା ଶାଖା ପକ୍ଷରୁ ସଭାପତି ସେକ ସାବିର ହୋସେନଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଟାଉନ ଥାନା ପରିସର ଓ ପୈାରାଚଂଳ ଅନ୍ତର୍ଗତ ୧୩ନମ୍ବର ୱାର୍ଡ ଅଧିନ ସୁଇପର କଲୋନୀକୁ ସାନିଟାଇଜ କରାଯିବା ସହିତ ପୋଲିସ କର୍ମଚାରୀ ଓ ସୁଇପର କଲୋନୀର ଅଧିବାସୀମାନଙ୍କୁ ମାସ୍କ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସେକ ଅସଲମ, କଲିମ ଖାଁ, ଅଜିମ ଖାଁ, ସେକ ଫାରୁକ, ସେକ ଅଫତାବ, ସେକ ସୋନୁ, ଗୁଡନ ଖାଁ, ଓସିମ ଖାଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ