ଖୋର୍ଦ୍ଧା ବିଧାୟକ ଅସୁସ୍ଥ

ଖୋର୍ଦ୍ଧା ,(ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅସୁସ୍ଥ ହୋଇ ପ୍ରଧମେ ଭୂବନେଶ୍ୱର କେଆର ହସପିଟାଲ ରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ଥିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସପିଟାଲରେଭର୍ତ୍ତିକରାଯାଇଛି । ସେ ତାଙ୍କ ଜୀବନ ମଧ୍ୟରେ ଲୋକ ମାନଙ୍କର ନିସ୍ୱାର୍ଥ ସେବା କରିଥିବାରୁ ଅଂଚଳବାସୀ ଭଗବାନ ଙ୍କ ନିକଟରେ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ