ଡୁମୁରା ଘାଟିରୁ ବସ୍ ଖସି ୩୦ ଆହାତ

କୋଟଗଡ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଆଡାରି ନିକଟ ଡୁମୁରା ଘାଟିରୁ ସୋମବାର ଘରୋଇ ବସ ଖସିପଡିଥିବାରୁ ୩୦ ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତ ସମସ୍ତ ଯାତ୍ରୀ ମାନଙ୍କୁ କୋଟଗଡ ମେଡିକାଲରେ ଭର୍ତ୍ତିକରାଯାଇଛି । ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ