ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପ୍ରବେଶ;ଦୁଇ ଦିନ ସଟ୍ ଡାଉନ୍
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):-ମୟୂରଭଂଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ କର୍ମଚଚାରୀ ଆକ୍ରାନ୍ତ ।ତେଣୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ସମସତ ପ୍ରକାର ସେବା କାର୍ଯ୍ଯକୁ ଜୁରୁରୀ କାଳୀନ ପରିସ୍ଥିତିକୁ ଦେଖି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଶନିବାର ଦିବା ୧୧ ଘଟିକାରୁ ସୋମବାର ସକାଳ ୮ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।