ସ୍ୱାୟତ ଶାସନ ଦିବସ ଅଭିନନ୍ଦନ ବିଜ୍ଞ।ପିତ ଅଞ୍ଚଳ ପରିଷଦ, ଛତ୍ରପୁର

ସ୍ୱାୟତ ଶାସନ ଦିବସ ଅବସରରେ ଛତ୍ରପୁର ବିଜ୍ଞ।ପିତ ଅଞ୍ଚଳ ପରିଷଦର ସହରବାସୀଙ୍କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଏହି ସହରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ପାଇଁ ଆପଣ ମାନଙ୍କ ବ୍ୟକ୍ତିଗତ ସହଯୋଗ କାମନା କରୁଅଛୁ । ନିମ୍ନୋକ୍ତ ବିସୟ ପ୍ରତି ଆକର୍ଷଣ କରୁଅଛୁ ।
(୧) ପ୍ରତୈ୍ୟକ ଘରରୁ ନିର୍ଗତ ହୋଇଥିବା କଠିନ ବର୍ଜ୍ୟବସ୍ତୁ କୁ ପୃଥକ ଭାବେ ଅଲଗା ରଖନ୍ତୁ । ଯଥା ଶୁଖିଲା ବର୍ଜ୍ୟବସ୍ତୁ ଓ ଓଦା ବର୍ଜ୍ୟବସ୍ତୁ । ଶୁଖିଲା ବର୍ଜ୍ୟବସ୍ତୁକୁ ବ୍ଲୁ୍ୟ ରଙ୍ଗର ଡଷ୍ଟବିନ୍ ଓଦା ବର୍ଜ୍ୟବସ୍ତୁକୁ ଗ୍ରୀନ ରଙ୍ଗର ଡଷ୍ଟବିନରେ ସଂଗ୍ରହ କରନ୍ତୁ । ଏହା ଦ୍ୱାରା ଆମର ପରିବେଶ ସୁସ୍ଥ ରହିବା ସଂଗେ ସଂଗେ ସ୍ୱଚ୍ଛତା ବଜାୟ ରହିବ । ଉକ୍ତ ସଂଗୃହିତ ଅଳିଆକୁ ଏଣେ ତେଣେ ନଫୋପାଡି ଘରକୁ ଘର ବୁଲି ସଂଗ୍ରହ କରୁଥିବା ଗାଡିରେ ପକାନ୍ତୁ ।
(୨) ଘରର ପାଇଖାନା ଟାଙ୍କିକୁ ଅନ୍ତତ ତିନି ବର୍ଷକୁ ଥରେ ପରିସରର ମଇଳା ନିଷ୍କାସନ ମେସିନ୍ ଦ୍ୱାରା ସଫା କରନ୍ତୁ । ସଫେଇ କର୍ମଚାରୀ ମାନଙ୍କୁ ନିୟୋଜିତ କରି ପାଇଖାନା ଟାଙ୍କି ସଫା କରନ୍ତୁ ନାହିଁ । ଏହା ପାଣିକୁ ଦୂଷିତ କରିବା ସହ ଜୀବନ ହାନୀ ହେବାରୁ ରୋକନ୍ତୁ ।
(୩) ପିଲାଏ ଗଛଟିଏ । ଏହି ନାରାକୁ ପ୍ରତେକ ପରିବାର ପିଛା ଗୋଟାଏ ଲେଖାଏଁ ବୃକ୍ଷ୍ୟରୋପଣ କରି ପରିବେଶ ଦୂଷିତ ରୁ ରକ୍ଷା କରନ୍ତୁ ।
ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ୟ
ପ୍ରଶାସକ ତଥା ପ୍ରକଳ୍ପ ନିଦେ୍ର୍ଧଶକ (ଡି.ଆର.ଡି.ଏ )
ଶ୍ରୀ ଗିରିଜା ଶଙ୍କର ମଲ୍ଲିକ (ଓ.ଆର.ସେ)
କାର୍ଯ୍ୟନିର୍ବାହି ଅଧିକାରୀ
ବିଜ୍ଞ।ପିତ ଅଞ୍ଚଳ ପରିଷଦ, ଛତ୍ରପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ