ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ଯୁବକଙ୍କ ଉଦ୍ୟମ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ଦାବିରେ ସାରା ଓଡ଼ିଶା ବୁଲିବୁଲି ଜନମତ ସଂଗ୍ରହ କରିବା ସହ ରାଜ୍ୟର ୩୧୪ ଗୋଟି ବ୍ଲକ ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଜଗତସିଂହପୁର ଜିଲ୍ଲା ବାଲିକୁଦାର ଉଦ୍ଦାମ ଯୁବକ ସତ୍ୟବ୍ରତ ଦାଶ ରାଜ୍ୟର ୨୪୪ ଟି ବ୍ଲକ ଅତିକ୍ରମ କରି ଆଜି ପହଞ୍ଚିଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସୀମାନ୍ତ ପାଣିମୁଣ୍ଡା ଗ୍ରାମରେ ସେଠାରେ ପ୍ରଥମେ ତାଙ୍କୁ ସ୍ୱାଗତ ସମ୍ବର୍ଧନା ପରେ ତାଙ୍କ ସମର୍ଥନରେ ପ୍ରତୀକ ପଦ ଯାତ୍ରାରେ ଅନେକ ଲୋକ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ