କନ୍ଧମାଳର ନୂତନ ଲୋକଗୀତ “ବାବୁର୍ ମା” ଉନ୍ମୋଚିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରୁ ଆଉଏକ ନୂତନ ଲୋକଗୀତ “ବାବୁର ମା”ଉନ୍ମୋଚିତ ହୋଇଯାଇଛି। ସାରେଗାମା ନିବେଦିତ ଉକ୍ତ ଲୋକଗୀତରେ ଅମିର କୁମାର ସାହାଣୀ ଓ ଚନ୍ଦ୍ରମା କଣ୍ଠଦାନ କରିଥିବା ବେଳେ ପି.ଭାସ୍କର ସଙ୍ଗୀତ ରଚନା କରିଛନ୍ତି। ଏହି ଲୋକଗୀତର ଗୀତୀକାର ହେଉଛନ୍ତି ଲୋକପ୍ରିୟ କଳାକାର ରଂଜିତ୍ ମୁଖୀ । ଟିଟୁ ମହାନ୍ତିଙ୍କ ଦ୍ୱାରା ପ୍ରାୟୋଜିତ ଏହି ଲୋକଗୀତ ବାଲିଗୁଡ଼ା ସ୍ଥିତ ସାରେଗାମା ସ୍ଟୁଡ଼ିଓ ରେ ରେକଡ଼ିଷ୍ଟ୍ ଅରୁଣ କୁମାର ନାୟକଙ୍କ ଦ୍ୱାର ରେକର୍ଡ଼ କରାଯାଇଥିବା ବେଳେ ଚିତ୍ତ ରଂଜନ ସାହୁ , ଭାବଗ୍ରାହୀ ସାହାଣୀ , ସୁଭମ ମହାନ୍ତି ଓ ଶିବମ ମହାନ୍ତି ପ୍ରମୁଖ ସହଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ