ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ସ୍ବୀକୃତି

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ସ୍ବୀକୃତି ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥିବାରୁ ଏଥିରେ ସହଯୋଗ କରିଥିବା ବିଚ ଟିମ, ଗଣମାଧ୍ୟମ ପ୍ରତିନିଧି ପୁରୀବାସୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଧନ୍ୟବାଦ ଜଣେଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ