ବନ୍ତରେ ୧୯ ଆଣ୍ଟିଜେନ୍ ପରୀକ୍ଷଣ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୯ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ସମସ୍ତ ନେଗେଟିଭ୍ ବାହାରି ଥିବା ଜଣାଯାଇଛି । ପରୀକ୍ଷଣ କାର୍ଯ୍ୟରେ ଭରତ ଚନ୍ଦ୍ର ଚକ୍ର, ଜଗବନ୍ଧୁ ଲେଙ୍କା, ବଳରାମ ମାଝୀ, ଅଲିଭା ଧଳ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ