ଜୟପୁର,(ୱାଇଏନ୍ଏସ୍): ଟ୍ରେନର 12ଟି ବଗି ଲାଇନ ଚ୍ୟୁତ | କୋରାପୁଟ ଜୟପୁର ରେଳ ପଥର ଜରଟି ମାନବର ମଧ୍ୟରେ ଘଟିଛି ଘଟଣା | ଟ୍ରେନ ଟି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ଗୁଣ୍ଡ ବୋଝେଇ କରି ଯାଉଥିଲା | ବିଳମ୍ବିତ ରାତ୍ରରେ ଏହି ଘଟଣାଟି ଘଟିଛି | ରେଳ ବିଭାଗର ଉଦ୍ଧାର କାରି ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି |