ବାଲିବୋଝେଇ ହାଇୱା ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆନନ୍ଦପୁର-ଭଦ୍ରକ ରାସ୍ତାରେ ଭାରିଯାନ ଗୁଡିକ ଓଭରଲୋଡ ନେଇ ଦ୍ରୁତ ଗତିରେ ଯାତାୟତ କରୁଥିବାବେଳେ ଆଜି ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଦୁଇଟି ବାଲି ବୋଝେଇ ହାଇୱା ଗାଡିକୁ ଜବଦ କରି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି । ବାଲିବୋଝେଇ ହାଇୱା ଦୁଇଟି ଓଭରଲୋଡ ଧରି ଆନନ୍ଦପୁର ଭଦ୍ରକ ରାସ୍ତାରେ ଯାଉଥିବାବେଳେ ଅତିରିକ୍ତ ତହସିଲଦାର ଗାଡି ଦୁଇଟିକୁ ଜବଦ କରି ନନ୍ଦିପଦା ପୁଲିସକୁ ଜିମା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ