ଶିବମନ୍ଦିର ପ୍ରଦକ୍ଷିଣ କରନ୍ତି ପକ୍ଷୀଦଳ

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକ କୁହନ୍ତି । ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ ପ୍ରତିଦିନ ପକ୍ଷୀଦଳ ମିଳିତ ଭାବେ ଉଡ଼ି ମନ୍ଦିର ପ୍ରଦକ୍ଷଣ କରିଥାନ୍ତିି । ମନ୍ଦିରରେ ଶଙ୍ଖନାଦ ସହ ପକ୍ଷୀମାନେ ଏଭଳି ପ୍ରଦକ୍ଷିଣ କରିଥାନ୍ତି । ପକ୍ଷୀଙ୍କ ଏଭଳି କାର୍ଯ୍ୟ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥାଏ । ମହେନ୍ଦ୍ରତନୟା ନଦୀକୂଳରେ ଥିବା ଏହି ମନ୍ଦିରରେ ଶ୍ରୀଲିଙ୍ଗ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ସ୍ଥାନ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ