ଖୋଲିଲା ୯ମାସ ପରେ ବୌଦ୍ଧମନ୍ଦିର

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ସ୍ଥିତ ଜିରାଙ୍ଗ ବୌଦ୍ଧ ମନ୍ଦିର ଯାହା କି କୋଭିଡ କଟକଣା ପାଇଁ ବନ୍ଦ ରଖିଥିଲେ ରାଜ୍ୟ ସରକାର ବିଭିନ୍ନ ମନ୍ଦିର ଓ ପ୍ରର୍ଯ୍ୟଟନ ସ୍ଥଳି କିଛି ମାସ ପରେ ଜିଲ୍ଲା ପାଳଙ୍କ ନିର୍ଦେଶ ପାଇ ଥିଲା ମନ୍ଦିର ଖୋଲିବା ପାଇଁ କିନ୍ତୁ କୋଭିଡ ପାଇଁ ମନ୍ଦିର ପରିଚାଳନା କମିଟି ଏହି ମନ୍ଦିର ଖୋଲି ନଥିଲେ | ଆଜି ଶନିବାର ଦିନ ଖୋଲିଲା ପଦ୍ମସମ୍ଭବ ବୌଦ୍ଧ ମନ୍ଦିର, ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରର୍ଯ୍ୟଟନଙ୍କ ଭିଡ଼ ଜମିଛି | ଏହା ସହ ଚାରିପଟେ ତାର ବାଡ଼ କାରାଯାଇଛି ମାକ୍ସ, ସାମାଜିକ ଦୁରତା ରେ ଦର୍ଶନ ମିଳିବ ବୋଲି ମନ୍ଦିର ପରିଚାଳନା କମିଟି ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ