ତେଲ ନଦୀ ପୋଲରୁ ଟ୍ରକ ଖସି ୨ ନିଖୋଜ

ବଲାଙ୍ଗୀର , (ଯୁଗାବ୍ଦ ନ୍ୟୁଜ) : ବଲାଙ୍ଗୀର ଜିଲ୍ଲା ତେଲ ନଦୀ ପୋଲରୁ ଏକ ଟ୍ରକ ରବିବାର ବିଳମ୍ବିତ ରାତିରେ ତଳକୁ ଖସିପଡିଥିବା ସୂଚନା ମିଳିଛି । ଫଳରେ ଗାଡିରେ ଥିବା ଡ୍ରାଇଭରଲ ଓ ହେଲପରଙ୍କ କୈାଣସି ସୂଚନା ମିଳୁନାହିଁ । ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । ଏହି ବ୍ରିଜ୍ କଳାହାଣ୍ଡି ଓ ବଲାଙ୍ଗିର ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ। ତେଣୁ ଟ୍ରକ୍ଟି କେଉଁଠୁ ବାହାରି କେଉଁ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା, ତାହା ସ୍ପଷ୍ଟ ହୋଇପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ