ଭାରସାମ୍ୟ ହରାଇ ଓଲଟିଲା ମକା ବୋଝେଇ ଟ୍ରକ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଛତାଭରି ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମକା ବୋଝେଇ ଟ୍ରକ । ଦୁର୍ଘଟଣା ଟ୍ରକ ଚାଳକ ଆହତ ହୋଇଛି । ଚାଳକ ଜଣକ ହେଲେ, ବଡଗଡ଼ ସିଂହପୁର ଗାଁର ବସନ୍ତ ସେଠୀ । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଟ୍ରକ ଚାଳକକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ମକା ବୋଝେଇ ଟ୍ରକଟି ମହେନ୍ଦ୍ରଗଡ଼ରୁ ଗୋଳନ୍ଥରା ଯାଉଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ