ରାଇରଙ୍ଗପୁର ଉତ୍ତର ଚିକିତ୍ସାଳୟ :ଦୁଇ ଦିନରେ ୬୦୦ ଟିକା କରଣ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏପ୍ରିଲ ୧ଏବଂ୨ତାରିଖ ଦିନ ୬୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ଏପ୍ରିଲ ପହିଲା ଦିନ ୪୫ ବର୍ଷରୁ ଉର୍ଦ୍ଧ୍ବ ଯୁବକମାନଙ୍କୁ କୋଭିଡ ଟିକା କରଣ ଶୁଭାରମ୍ଭ କରାଯାଇଛି । ଗତକାଲି ୩୧୦ ଟିକା ପ୍ରଦାନ କରାଯାଇଥିବାବେଳେ ୪୫/୬୦ବର୍ଷର ୨୩୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଆଜି ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ୪୫/୬୦ ବର୍ଷର ୨୦୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ