ପଦୋନ୍ନତି ପାଇଲେ ୬୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧିନ ୬୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଥିବା ସୂଚନା ମିଳିଛି। ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଚିଠି ନଂ ୭୭୨୧ତା୯-୧୦-୨୧ରିଖ ଅନୁଯାୟୀ ଚତୁର୍ଥ ବର୍ଗ ଶିକ୍ଷକ ୪୪ଜଣ, ଗ୍ରାଜୁଏଟ ଶିକ୍ଷକ ୧୧ଜଣ ଓ ତୃତୀୟ ବର୍ଗ ଶିକ୍ଷକ ୯ଜଣଙ୍କୁ ପଦୋନ୍ନତି ମିଳିଛି। ବ୍ଲକ ଶିକ୍ଷାଧିକାରୀ ମଂଜୁବାଳା ନାୟକ, ସହଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା, ଅନୀଲ କୁମାର ବଳ ଓ ଉମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଦୋନ୍ନତି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ