ବିଜେଡି ଛାଡି କଂଗ୍ରେସ ରେ ଯୋଗ ଦେଲେ ୬ କର୍ମୀମାନେ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଆଉ କିଛି ଦିନ ପରେ ପାର୍ଥି ପତ୍ର ଦାଖଲ ପକ୍ରିୟା ଆରମ୍ବ ହେବାକୁ ଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀ ର ବିଜେଡି ର କିଛି କର୍ମୀ ଟିକଟ କରାଇ ଦେବୀ କହି ଅନେକ ଲୁକ ଙ୍କୁ ଭୁଁଅଂ ବୁଲାଇବା ସହ ଦଳ ରେ କେହି କାହାକୁ ସନମାନ ନ ଦେଇ ଏକବାଦୀ ଶାସନ କରିବା ସହ ଗରିବ ଙ୍କୁ କିଛି ପଦଵୀ ରେ ଥିବା ନେତା ମାନେ ଟଙ୍କା ଲୁଟୁ ଥିବା ଦେଖି ବିଜେଡି ଛାଡି ଆଜି ୬ଜଣ ଆଶ୍ରୟପୁରୁ ଠାରେ ବିଧାୟକ ଦାଶରଥି ଗମାଙ୍ଗ ଙ୍କ ଉପସ୍ଥିତ ରେ କଂଗ୍ରେସ ଯୋଗ ଦେଇଛନ୍ତି I ବିଜେଡ଼ି ଜିଲ୍ଲା ସମ୍ପାଦକ ମଧୁସୂଦନ ନାୟକ, ପ୍ରଭାତ ପାଇକ, ସାଗର ବଳିଆର ସିଂ, ରୀନା ପ୍ରଧାନ, ପ୍ରଫୁଲ ସ୍ୱାଭାସୁନ୍ଦ୍ର, ବେନାଶ୍ୟ ନାୟକ, କୋଭିଡ କଟକଣା ପାଇଁ ଭିଡ଼ ନ କରିବା ପାଇଁ ନିଦେଶ ଥିବାରୁ କମ ଲୋକ ଙ୍କୁ ନେଇ ମିଶ୍ରଣ ପର୍ଵ ହୋଇଥିଲା I ଆଗାମୀ ଦୁଇ ଦିନ ମଧ୍ୟରେ ଆଉରି ଅନେକ ବିଜେଡ଼ି କର୍ମୀମାନେ କଂଗ୍ରେସ ରେ ଯୋଗ ଦେବେ ବୋଲି ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି I ଏହା ବିଜେଡ଼ି କୁ ବଡ଼ ଝଟକା ଲାଗିପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I