ଗଂଜାମ ଜିଲ୍ଲା ଭଲିବଲ ଚୟନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ସଂସଦ ତରଫରୁ ଆସନ୍ତା ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଜିଲ୍ଲାର ପୁରୁଷ ଓ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଚୟନ ପ୍ରକ୍ର୍ରିୟା କରାଯିବା ସହ ଆସନ୍ତା ୧୨ ଓ ୨୭ ତାରିଖରେ ପାରାଦ୍ୱୀପ ଠାରେ ଅନ୍ତଜିଲ୍ଲା ଭଲିବଲ ପୁରୁଷ ଓ ମହିଳା ଅନୁଷ୍ଠିତ ହେବବ । ଏଥିରେ ଭାଗ ନେବା ନିମନ୍ତେ ଗଂଜାମ ଜିଲ୍ଲା ଦଳ ଚୟନ ଓ ପ୍ରଶିକ୍ଷଣ କରାଯିବ । ଇଚ୍ଛୁକ ଖେଳାଳୀ ମାନେ ଆସନ୍ତା ୧୬ ତାରିଖ ଦିନ ନିଜର ପ୍ରମାଣ ପତ୍ର ଧରି ଗଂଜାମ ଜିଲ୍ଲା କ୍ରୀଡା ସଂସଦ ବ୍ରହ୍ମପୁର ଷ୍ଟାଡିୟମରେ ଶ୍ରୀ ତାରିଣୀ ଚରଣ ସାମନ୍ତରା କୁ ସାକ୍ଷାତ କରି ଚୟନ କରି ଖେଳାଳୀ ମାନେ ଭାଗ ନେଇପାରିବେ । ଜିଲ୍ଲା ସଂସଦ ସଂପାଦକ ଶ୍ରୀ ଅଶୋକ ସାହୁ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ