ସ୍ୱାଭିମାନ ଅଂଚଳରେ କଳକାରଙ୍କ ଦ୍ୱାରା ସଚେତନତା ଶିବିର

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ମାଲକାନଗିରି ଜିଲ୍ଲା ର ଚିତ୍ରକୋଣ୍ଡା ବ୍ଲକ ରେ କଳାକାରଙ୍କ ଉଦେଶ୍ୟରେ ଏକା ବୈଠକ ହୋଇଯାଇଛି I ଉକ୍ତ ମୀଟିଙ୍ଗ ରେ, ବ୍ଲକ ଅଧକ୍ଷ୍ୟା ରାଜେଶ୍ୱରୀ ଖିଲ, ମୁଖ୍ୟ ଅତିଥି ଜିଲ୍ଲା ଲୋକ କଳା ସାଂସ୍କୃତିକ ସଂଘ ର ସଭାପତି, ଘେନୁ ମୁଦୁଲି I ମୁଖ୍ୟବକ୍ତା ଜିଲ୍ଲା ନାଟଗୁରୁ ସଂଘ ର ସଭାପତି ଅନାଦି କଡା, ସାନମାନୀୟ ଅତିଥି ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ, ଜିଲ୍ଲା କୋଡିନେଟର, ଏମ, ତେଜେଶ୍ୱର, ସମ୍ପାଦକ ଧନୁର୍ଜୟ ହ୍ୱନ୍ତାଳ, ସାଧାରଣ ସମ୍ପାଦକ ଧାନଫୁଲ ବାରିକ, ଭୀମସେନ ଖୁଡିପିଆ, ଚିତ୍ରକୋଣ୍ଡା ବ୍ଲକ ସଭାପତି, ସୂର୍ଯ୍ୟ ନାରାୟଣ ରଣା, ବ୍ଲକ କୋଡିନେଟର ବିଦେଶୀ ଗୌଡ଼, ସମାଜ ସେବି, ତିଲ୍ଲୀ ପାଙ୍ଗି BKSSଜିଲ୍ଲା କୋଡିନେଟର ସମସ୍ତ ଙ୍କୁ ସମ୍ବୋଧନ କଳକାରଙ୍କୁ କରି କହିଥିଲେ I ଉକ୍ତ ଯୋଜନା ଓଡିଶା ରେ 314. ବ୍ଲକରେ କାମ କରୁଛି I ସଭାପତି କଥା କହିଥିଲେ 18 ଗୋଟିଏ ପଂଚାୟତ ର କଳାକାର ଙ୍କୁ ଜୀବନ ଜୀବିକା ପାଇଁ ସହଯୋଗ କରିବାକୁ ଦାବି କରିଛନ୍ତି I ବ୍ଲକ ସ୍ତରୀୟ ମୀଟିଙ୍ଗ ରେ ଦାବି କରିଛନ୍ତି  I  ଷାଠିଫିକେଟ ମିଳିପାରୁନି ଯାହାଦ୍ୱାରା ସରକାରୀ ସୁବିଧା ମିଳିପାରୁନି I 2011 ର ମୁଖ୍ୟମନ୍ତ୍ରୀ, କଳାକାର ଙ୍କୁ ଗ୍ରାମଞ୍ଚଳ ରେ ସନମାନ କିଭଳି ମିଳିବ ତାର ଚିନ୍ତା କରି ଯୋଜନା କରିଥିଲେ I ଯାହାଫଳରେ ଏବେ କଳକାର ଙ୍କୁ 1200 ଭତ୍ତା ମିଳିପାରିଛି I ବର୍ତମାନ 78 ଜଣ ପାଉଛନ୍ତି ଚିତ୍ରକୋଣ୍ଡା ର ମାତ୍ର 17 ଜଣା ଙ୍କୁ ମିଳିଛି I ଆଗକୁ 1000 ଲୋକଙ୍କୁ ମିଳିବାର ସୁଯୋଗ ରହିଛି I  କଳସଂକୃତି ର ୱେବସାଇଟି ମଧ୍ୟ ଅପିଲ କରିପାରିବେ ସମସ୍ତେ ମୁଖ୍ୟସ୍ରୋତ ରେ ସାମିଲ ହେଲେ ଉନ୍ନତି ହୋଇପାରିବ I ପ୍ରତେକ ପଂଚାୟତ ରେ କଳାକାର ଙ୍କୁ ସମ୍ପୃକ୍ତି, ସଚେତନତା ରେ କାର୍ଯ୍ୟକ୍ରମ ରେ ସାମିଲ କରିବାକୁ ଅନୁରୋଧ କରାଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ଦେବେନ୍ଦ୍ର ଦାଶ, MLA, ରିପ୍ରେଜେନଟିଭ ଅମିତି ଆଗ୍ରୱାଲ, ଉପସ୍ଥିତି ଥିଲେ I ସମସ୍ତେ ନିଷ୍ପତି ନେଇଥିଲେ I ଜିଲ୍ଲା ସ୍ତରରେ ଏହାର ମୀଟିଙ୍ଗ କରାଯାଇ ସମସ୍ତ ସମସ୍ୟା ର ସମାଧାନ ପାଇଁ ଦାବି କରିଛନ୍ତି I ଅନାଦି କଥା ଅଧ୍ୟାକ୍ଷ୍ୟା କହିଥିଲେ ନବୀନ ସରକାର ଙ୍କର ଯୋଜନା ସାମିଲ ହୋଇଥିବା ବାରୁ ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଇଥିଲେ I ସରକାରଙ୍କର ସମସ୍ୟା କାର୍ଯ୍ୟକ୍ରମ ରେ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ I ଶେଷରେ ସମ୍ପାଦକ ଧନୁର୍ଜୟ ଗୀତ ଗାଇବା ସହ ସ୍ରମସ୍ତଙ୍କୁ ଧନ୍ୟବାଦ ଦେବା ସହ ଶେଷ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ