କନ୍ଧମାଳ : ସରକାରୀ ସ୍କୁଲରେ ଅବ୍ୟବସ୍ଥା..
ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ରାମାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାଇବା ର ଅବବ୍ୟସ୍ଥା । ଗଣଶିକ୍ଷା ମନ୍ତ୍ରୀ ଙ୍କର ଏହା ହେଉଛି ସରକାରୀ ସ୍କୁଲ ରେ ପଢୁ ଥିବା ଅଣ ସୂଚିତ ଜାତି ଓ ଜନ ଜାତି ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସୁବ୍ୟବସ୍ଥା । କନ୍ଧମାଳ ଜିଲ୍ଲା ରୁ ଖାଉଟି ସୁରକ୍ଷା ଜିଲ୍ଲା ଆବାହକ କୁନା ଦିଗାଲ ସ୍କୁଲ ପରିଧ୍ୟାନ କରି ଛାତ୍ର ଛାତ୍ରୀ ଙ୍କ ପ୍ରତି ସରକାର ଙ୍କର ଖାଇବା କିଭଳି ସୁବ୍ୟବସ୍ଥା କରାଯାଉଛି ତା ଉପରେ ତଦାରଖ କରି ରାଜ୍ୟ ସରକାର ଙ୍କୁ ଜଣେଇ ଛନ୍ତି । ଜିଲ୍ଲା ପ୍ରଶାସନ ଙ୍କର ଏଭଳି ସ୍କୁଲ ମାନଙ୍କରେ ନଜର ପଡ଼ିବ କେବେ ତାହା ଅପେକ୍ଷାରେ I