ମୋହନା ବ୍ଲକ ରେ ନୂତନ ଏ ବିଡିଓ ଙ୍କ ଦାୟିତ୍ଵ ଗ୍ରହଣ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଯାହାକି ଓଡିଶା ର ଦୃତ୍ୟ ବୃହତ୍ତମ ବ୍ଲକ ଏଠି ୩୯ଟି ପଂଚାୟତ କୁ ନେଇ ଏହି ବ୍ଲକ୍ ଗଠିତ ହେଲେ ବ୍ଲକ୍ କାର୍ଯ୍ୟାଳୟ ରେ ଆବଶ୍ୟକ ଅନୁଯାଇ ଯନ୍ତ୍ରୀ କି ଅଧିକାରୀ ନାହାନ୍ତି ଯାହା ଦ୍ୱାରା ଉନ୍ନତି ମୂଳକ କାମ ରେ ପଛୁଆ ମୋହନା ବ୍ଲକ ଏହି ବ୍ଲକ୍ ରେ ଦୀର୍ଘ ବର୍ଷ ହେଲା ଏ ବିଡ଼ିଓ ଙ୍କ ପଦବୀ ଖାଲି ପଡିଥିଲା ବହୁ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ନୂତନ ଏ ବିଡ଼ିଓ ଙ୍କୁ ମୋହନା ବ୍ଲକ ପଠାଇଛନ୍ତି ସେ ହେଲେ ରମାକାନ୍ତ ଚୌଧରି ଶୁକ୍ରୁବାର ଦିନ ମୋହନା ବ୍ଲକରେ ଦାୟିତ୍ଵ ଗ୍ରହଣ କରିଛନ୍ତି ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ପାତ୍ରପୁରୁ ବ୍ଲକ ରେ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ